ଭିଣୋଇର ଟାଙ୍ଗିଆ ଚୋଟରେ ଶଳା ଗୁରୁତର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁରେ ଘର ଅଗଣାରେ ଶୋଇଥିବା ସମୟରେ ଭିଣେଇଙ୍କ ଟାଙ୍ଗିଆ ଚୋଟରେ ଶଳା ଗୁରୁତର ହୋଇଛନ୍ତି। ଗୁରତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ବେଲଗାଁ ଗ୍ରାମର ସୁରେନ କୁମ୍ଭାର (୨୫) ଆଜି ଅପରାହ୍ନରେ ନିଜ ଘର ବାରଣ୍ଡାରେ ଶୋଇ ଥିବା ବେଳେ ସ୍ତ୍ରୀ ଶିଳାବତୀ କୁମ୍ଭାର ସ୍ୱାମୀ ନିକଟରେ ବସିଥିଲେ। ତେବେ ଆଜି ଦିନ ଏକ ଘଣ୍ଟା ସମୟରେ ପାପଡାହାଣ୍ଡି … Continue reading ଭିଣୋଇର ଟାଙ୍ଗିଆ ଚୋଟରେ ଶଳା ଗୁରୁତର